¡Sorpréndeme!

୫ ଦିନ ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ପହଞ୍ଚିବ ଅର୍ଥ ରାଶି: ରାଜସ୍ୱ ମନ୍ତ୍ରୀ

2025-01-07 0 Dailymotion

ଭାଗ ଚାଷୀ ଆଇନ ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା, 'ଏବେସୁଦ୍ଧା ଓଡ଼ିଶାରେ ନାହିଁ କୌଣସି ଭାଗ ଚାଷୀ ଆଇନ, ଆଗାମୀ ଦିନରେ ଆଇନ ଆସିବ ନା ନାହିଁ ଆଲୋଚନା ପରେ ଜଣାପଡିବ