ନକ୍ସଲ ଖଞ୍ଜିଥିବା ‘ଆଇଇଡି’ ବିସ୍ଫୋରଣରେ ଉଡିଗଲା ଯବାନଙ୍କ ଭ୍ୟାନ୍ । ସମସ୍ତ ଶହୀଦ ‘ଡିଆରଜି’ ୟୁନିଟର ସୂଚନା । ଘଟଣାସ୍ଥଳକୁ ଗଲେ ବ୍ୟାପକ ଫୋର୍ସ ।