ରାଜ୍ଯରେ ପୁଣି ଆଳୁ ଦର ବୃଦ୍ଧି ପାଇଛି । ଗୋଟିଏ ପ୍ୟାକେଟ ପିଛା 4ଶହ ଟଙ୍କା ବଢ଼ିଛି । ଚଳିତ ବର୍ଷ 6 ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ ।